#ଖେଳ_ପଡିଆକୁ_ନେଇ_ଖେଳ
#କାମ_ନ_କରି_ଲୁଟିନେଲେ_ଲକ୍ଷ_ଲକ୍ଷ_ଟଙ୍କା
ଇଏ ହେଉଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ବାଉଁଶଗଡ ପଞ୍ଚାୟତର ସୁନ୍ଦୁରିଆ ଗାଁ । ଗାଁର ଶେଷ ଭାଗରେ ରହିଛି ଏକ ଖେଳ ପଡିଆ । ଯାହାର ଉନ୍ନତି କରଣ ପାଇଁ ବ୍ଲକ ପକ୍ଷରୁ ୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । କିନ୍ତୁ ସେହି ପଡ଼ିଆରେ ଏବେ ଖେଳିବା ଅସମ୍ଭବ । କିଛି ଦଲାଲ ଏବଂ କନିଷ୍ଠ ଯନ୍ତ୍ରୀ ମିଶି ଅଳ୍ପ କିଛି ମାଟି ଗୋଡି ପକାଇ ଲୁଟି ନେଇଛନ୍ତି ୭ଲକ୍ଷ ଟଙ୍କା
#Keonjhar #Anandpur #PlayGround #Scam #Odisha #ArgusNews