#ଗାଈ_ଗୋରୁଙ୍କ_ପ୍ରେମରେ_ଦୁଇ_ଯୁବତୀ
#ମାଆର_ସ୍ନେହ #ମାଆ_ଭଳି_ଯତ୍ନ
ଗାଈଗୋରୁଙ୍କୁ ମାଆ ଭଳି ଭଲ ପାଇଥାନ୍ତି ଶୈଳଶ୍ରୀ ବିହାରର ଶୁଭଶ୍ରୀ ଜେନା ଏବଂ ଭିଏସଏସ୍ ନଗରର ଶୁଭଲକ୍ଷ୍ମୀ ଜେନା । ଜଣେ ବିୟୁଟିସିଆନ ଓ ଅନ୍ୟଜଣେ ସ୍ନାତକର ଛାତ୍ରୀ । ଦୁଇ ଜଣଙ୍କ ନିକଟରେ ଆଧୁନିକତାର ଛାପ ଥିଲେ ସେମାନେ ଭୁଲି ନାହାନ୍ତି ପଶୁ ପ୍ରେମକୁ ।
#Bhubaneswar #goseva #SubhashreeJena #SubhalaxmiJena #Odisha #ArgusNews