ଜୁଲାଇ 31 ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ.... ପ୍ରଥମ ପର୍ଯାୟରେ ବିଜ୍ଞାନ ଓ ବାଣିଜ୍ୟ ପାଠ୍ୟକ୍ରମର ପରୀକ୍ଷାଫଳ ପ୍ରକାଶ ପାଇବ...କିନ୍ତୁ କଳା ଓ ଭୋକେଶନାଲ ପରୀକ୍ଷାଫଳ ବାହାରିବାରେ ଟିକେ ବିଳମ୍ବ ହେବ ବୋଲି ସୂଚନା ଦେଇଛନ୍ତି ମନ୍ତ୍ରୀ ସମୀର ରଞ୍ଜନ ଦାଶ
#ArgusNews #odisha