କୁଆଖାଇ ଓ କାଠଯୋଡ଼ି ନଦୀଜଳର ସୁରକ୍ଷା ପାଇଁ ଅଣ୍ଟାଭିଡିଛନ୍ତି ଶୁଭକାନ୍ତ ସାମଲ । ବିଗତ ୪ ମାସ ମଧ୍ୟରେ ସେ କେବଳ କୁଆଖାଇ ନଦୀରୁ ବାହାର କରିଛନ୍ତି ୩୦ ଟ୍ରିପ ଆବର୍ଜନା । ପ୍ରଦୂଷଣ କବଳରୁ ଜଳକୁ ସୁରକ୍ଷା ପାଇଁ ସମର୍ପିତ ସୈନିକ ସାଜିଥିବା କେନ୍ଦ୍ରପଡା ବାସିନ୍ଦା ଶୁଭକାନ୍ତଙ୍କ ମାର୍ଗଦର୍ଶନରେ ଏଭଳି କାମରେ ଯୋଡି ହୋଇଛନ୍ତି ତାଙ୍କର ପରିବାର ଓ ସ୍ବେଛାସେବୀ ।
#riverprotections #KuakhaiRiver #KathajodiRiver #waterpollution #Volunteers #AsthaFoundation #GoodNews #ArgusNews