#ନଗଡାର_ପିଲା_ପୁଷ୍ଟିହୀନ_ରକ୍ତହୀନ_ମହିଳା
#ଭୋକର_ଭୂଗୋଳ_ଅସୁସ୍ଥ_ଶୈଶବ
ପିଲାଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ବିଫଳ ଓଡ଼ିଶା ସରକାର। ଅନାହାର ଇଣ୍ଡେକ୍ସରେ ପଛରେ ଓଡ଼ିଶା। ଓଡ଼ିଶାର ଆଗାମୀ ପିଢୀ ହୋଇପାରନ୍ତି ନିର୍ବଳୁଆ-ନିର୍ବୁଦ୍ଧିଆ। .କେବେ ମିଳିବ ସୁଷମ ଖାଦ୍ୟ।
#Odisha #ArgusNews #Nagada #malnutrition #child #childhood #medicine #help