#ବର୍ଷା_ଦିନେ_ପାନୀୟ_ଜଳ_ସଙ୍କଟ
#ପାଣି_ଟିକକ_ପାଇଁ_କସରତ_କରୁଛନ୍ତି_ଗାଁ_ଲୋକେ
ପ୍ରଚାରରେ ସୀମିତ ହୋଇଛି ରାଜ୍ୟ ସରକାରଙ୍କ ବସୁଧା ଯୋଜନା। ରାଜ୍ୟର ପ୍ରତି ଘରକୁ ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସ୍ୱପ୍ନ ଦେଖାଇଥିଲେ ସରକାର । କିନ୍ତୁ ସ୍ୱପ୍ନ ଆଉ ବାସ୍ତବତା ଭିତରେ ଆକାଶ ପାତଳ ଫରକ। ଏ ଚିତ୍ର କେଉଁ ଉପାନ୍ତ ଅଞ୍ଚଳର ନୁହେଁ। ରାଜ୍ୟ ରାଜଧାନୀର ନିକଟତମ ନିର୍ବାଚନ ମଣ୍ଡଳୀ ନିଆଳିର।
#odisha #ArgusNews #BASUDHASCHEME #WaterProblem #drinkingwater