ମଧ୍ୟରାତ୍ରୀରେ ସାପର ଜରୁରୀକାଳୀନ ଚିକିତ୍ସା । ଚିକିତ୍ସା କରୁଛନ୍ତି ବାଲିମେଳା ବନପାଳ ଅଧିକାରୀ । ମାଲକାନଗିରି ଜିଲ୍ଲା ବାଲିମେଳା ମୁଖ୍ୟ ରାସ୍ତାରେ ଆହତ ଅବସ୍ଥାରେ ଏକ ପାହାଡ଼ି-ବୋଡା ଆହତ ଅବସ୍ଥାରେ ପଡିଥିଲା,ବର୍ତ୍ତମାନ ସାପଟି ସୁସ୍ଥ ଥିବା ବେଳେ ସମ୍ପୂର୍ଣ୍ଣ ସୁସ୍ଥ ପରେ ସାପଟିକୁ ଜଙ୍ଗଲରେ ଛଡ଼ାଯିବ ।
#ArgusNews #Odisha #SnakeRescue #Snakehelpline #Malkangiri