#ମହାମାରୀ_କରୋନା_ସମୟରେ_ମହାନତା।
ରାଜଧାନୀ ଭୁବନେଶ୍ୱରରେ ଗରିବ ଲୋକଙ୍କୁ ମହାମାରୀ କରୋନା ସମୟରେ ମାଗଣାରେ ଆମ୍ବୁଲାନ୍ସ ଏବଂ ମହାପ୍ରୟାଣ ଗାଡି ଯୋଗାଉଛି ଓଁ ବାବା ଆମ୍ବୁଲାନ୍ସ ସେବା। ରାଜଧାନୀ ଭୁବନେଶ୍ୱରରୁ ଆସନ୍ତୁ ଦେଖିବା ଆମର ଏହି ରିପୋର୍ଟ
#ArgusNews #Odisha #ArgusNewsTV #Bhubaneswar #FreeAmbulance #Coronasituation #Lockdown #socialservice