କଟକ ସହରର ଜନବସତି ଓ ସମ୍ବେଦନଶୀଳ ଅଞ୍ଚଳରେ ମଦ ଦୋକାନ ଖୋଲିବାକୁ ବିରୋଧ କରି ଆଜି ନଗର ମହିଳା କଂଗ୍ରେସ ପକ୍ଷରୁ କରାଯାଇଥିଲା ଜୋରଦାର ଆନ୍ଦୋଳନ । ସରକାରଙ୍କ ବିରୋଧରେ ଲଗାଇଥିଲେ ନାରା । ଏହି ବିକ୍ଷୋଭ ପ୍ରଦର୍ଶନରେ ସହରର ଅନେକ ସାଧାରଣ ମହିଳା ମଧ୍ୟ ସାମିଲ ହୋଇ ସରକାରଙ୍କ ମଦ ପ୍ରେମୀ ନୀତିକୁ ଜୋରଦାର ବିରୋଧ କରିଛନ୍ତି।
#ArgusNews #Odisha #CTC #Congress #protest #wineshop