ସ୍ବପ୍ନ ପାଲଟିଛି ବିଶୁଦ୍ଧ ପାଣି । ଶୋଷ ମେଣ୍ଟାଉଛି ପୋଖରୀ । ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ ଯୁଗୀପାଳି ଗାଁ । ପାନୀୟ ଜଳ ଏଠି ମୁଖ୍ୟ ସମସ୍ୟା । ଗାଁରେ ବଡ ପାଣି ଟାଙ୍କି ଅଛି । ଆଉ ନଳକୂପ ବି ଅଛି .. ହେଲେ ସେଥିରୁ ପାଣି ମୁନ୍ଦେ ପାଉନାହାନ୍ତି ଗ୍ରାମବାସୀ ।
#waterissue #drinkingwater #Pond #Tubewell #villagers #Odisha #argusNews