#କଡା_ନିରାପତ୍ତା_ବଳୟରେ_ଏବେ_ଦିଲ୍ଲୀର_ଲାଲକିଲ୍ଲା
ସ୍ବାଧୀନତା ଦିବସ ପାଳନ ପୂର୍ବରୁ କଡା କରାଯାଇଛି ସୁରକ୍ଷା । ଗୋଇନ୍ଦା ବିଭାଗ ହାତରେ ଲାଗିଛି ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ଆକ୍ରମଣର ସୂଚନା । 6 ଦୁର୍ଦ୍ଦାନ୍ତ ଆତଙ୍କବାଦୀଙ୍କ ପୋଷ୍ଟର ଜାରି ।
#ArgusNews #India #lalkila #redfortdelhi #terorist #IndependenceDay