ସରକାର ଗାଁ ଗାଁ କୁ ରାସ୍ତା ପହଞ୍ଚାଇବା ଲକ୍ଷ୍ୟ ନେଇ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଅନେକ ଉପାନ୍ତ ଅଞ୍ଚଳ ରେ ଆଜି ପର୍ଯ୍ୟନ୍ତ ରାସ୍ତା ପହଞ୍ଚି ପାରି ନାହିଁ । ପ୍ରକଳ୍ପର କାର୍ଯ୍ୟ ହୋଇନଥିବା ବେଳେ କେବଳ କାଗଜ କଲମ ରେ ମିଥ୍ୟା ବିଲ କରି ହଜାର ହଜାର ଟଙ୍କା ଉଠାଣ ହୋଇଥିବା ଦର୍ଶା ଯାଇଛି ମନରେଗା ୱେବସାଇଟରେ । ଆସନ୍ତୁ ଦେଖିବା ଝରିଗାଁ ବ୍ଲକ ରୁ ଏହି ରିପୋର୍ଟ
#Nabarangapur #Mgnrega #Scam #FalseBill #Mgnregawebsite #ArgusNews