#ବର୍ଷାରୁ_ନାହିଁ_ନିସ୍ତାର
ଆହୁରି ୫ ଦିନ ପ୍ରବଳ ବର୍ଷା ସମ୍ଭାବନା। ଆଜି ଓ ଆସନ୍ତାକାଲି ଜୋର ବର୍ଷା। 13 ଓ 14ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆସଙ୍କା। 14 ତାରିଖ ପାଇଁ 30 ଜିଲ୍ଲାକୁ ସତର୍କ ସୂଚନା ଜାରି ହୋଇଛି। ଏପଟେ ଲଗାଣ ବର୍ଷା କେଉଁଠି ଭାଙ୍ଗିଛି ତ କେଉଁଠଇ ଭସେଇଲା ତ ଆଉ କେଉଁଠି ବୁଡେଇଛି।
#rain #RainDamage #WeatherUpdate #lowpressure #Odisha #ArgusNews