ବିଜେଡିକୁ ଖାଇବ କି ଗୋଷ୍ଠୀ କନ୍ଦଳ ? ଏହା ଆମେ କହୁନୁ କହୁଛି ବିଜେଡିର ଭିନ୍ନ ଭିନ୍ନ ପ୍ରେସମିଟ୍। ଏ ଚିତ୍ର ସ୍ପଷ୍ଟ ବୟାନ କରୁଛି ବିଜେଡି କର୍ମୀଙ୍କ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଯାହା ପଦାରେ ପଡି ଦାଣ୍ଡରେ ଗଡିଲାଣି।