ଭୁଶୁଡ଼ିଯିବ ଶହ ଶହ ବର୍ଷର ଐତିହ୍ୟ I ଓଡ଼ିଶାର ସର୍ବପୁରାତନ ଦୁର୍ଗ ମଧ୍ୟରେ ରଣପୁରଗଡ଼ର ରାଜବାଟି ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ବେଳେ ରକ୍ଷଣାବେକ୍ଷଣ ଅଭାବ ଓ ପ୍ରଶାସନିକ ଉଦାସୀନତାରୁ ଓଡିଶାର ସର୍ବପୁରାତନ ଐତିହ୍ୟ ଏବେ ମାଟିରେ ମିଶିଯିବାକୁ ବସିଛି ।
#Nayagarh #ranpurgarh #history #royalpalace #destroyed #maintenance #Odisha #ArgusNews