Cmc ର ନୂଆ କମିଶନର ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ନିଖିଳ ପବନ କଲ୍ୟାଣ। କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ନୂଆ କମିଶନର କଟକର ଅଧିଷ୍ଠାତ୍ରୀ ଦେବୀ ମା କଟକ ଚଣ୍ଡୀଙ୍କୁ ଦର୍ଶନ କରିବା ସହ ମା ଙ୍କ ଆଶିଷ ଭିକ୍ଷା ମଧ୍ୟ କରିଛନ୍ତି।
#Cuttack #Commissioner #NikhilPavanKalyan #Temple #Odisha #ArgusNews