ଚମକିଲେ ଓଡ଼ିଆ ଝିଅ କିଞ୍ଜଲ !
ଦିଲ୍ଲୀରେ ପୁଣିଥରେ ଚମକିଲେ ଓଡ଼ିଆ ଝିଅ କିଞ୍ଜଲ ଜେନା । ନୂଆଦିଲ୍ଲୀରେ ରହି ନବମ ଶ୍ରେଣୀରେ ପାଠ ପଢ଼ୁଥିବା କିଞ୍ଜଲ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଦ୍ୱରା ଆୟୋଜିତ ହୋଇଥିବା କଳାଉତ୍ସବ ରେ ପାରମ୍ପରିକ folk dance ରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି
#ArgusNews #NewDelhi #KinjalJena #FolkDance