ଖରାରେ ଜଳ ଅଭାବ, ବର୍ଷାରେ ଦୂଷିତ ଜଳ ଚିନ୍ତା
ଫେଲ ମାରିଛି ବସୁଧା, ଶୋଷ ମେଣ୍ଟାଉଛି କୂଅ
ଏ ହେଉଛି ମାଲକାନଗିରିର ମାଥିଲି ବ୍ଲକ, ଦୁଙ୍ଗିଆପୁଟ ପଞ୍ଚାୟତର ନାୟକଗୁଡା ଗ୍ରାମର ଦୃଶ୍ୟ। ଯେଉଁଠି ମାତ୍ର ଗୋଟିଏ ଉପରେ ନିର୍ଭ କରୁଛନ୍ତି ୬୦ରୁ ଅଧିକ ପରିବାରର ଲୋକେ ।
#Malkangiri #WaterProblem #Odisha #ArgusNews