ଆଜି ବି ଯାଯାବର ଭାବେ ବସବାସ କରୁଛନ୍ତି ଦୁଇ ଦୁଇଟି ପଞ୍ଚାୟତବାସୀ । ଏହା କୌଣସି ଅପହଞ୍ଚ ଇଲାକାର କଥା ନୁହେଁ, ଆମେ କହୁଛୁ ଯାଜପୁର ଜିଲା ବରୀ ବ୍ଲକ ଭଅଁରା ଭୁରୁଙ୍ଗା କଥା । ଏମାନଙ୍କ ପାଖରେ ପହଞ୍ଚି ପାରୁନି କୌଣସି ସୁବିଧା ସୁଯୋଗ । ଉଛୁଳା ନଦୀରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକେ ....
#ArgusNews #Jajpur #Bari #Govt_Yojana_Failed
ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍
Playstore - https://play.google.com/store/apps/details?id=com.argusnews.app&hl=en_IN&gl=US
App Store - https://apps.apple.com/tt/app/argus-news/id1526127869?ign-mpt=uo%3D2