85 ବର୍ଷ ବୟସର କୋରୋନା ଯୋଦ୍ଧା । ଅନ୍ୟଙ୍କ ପାଇଁ ଉଦାହରଣ ସାଜିଲେ କଟକର ମାଣିକ ଭଟ୍ଟ । 10 ଦିନରେ ସୁସ୍ଥ ହୋଇ ଘରକୁ ଫେରିଲେ । ସେପଟେ ସାମ୍ନାକୁ ଆସିଲା ଜେଜେ ମାଆ-ନାତୁଣୀଙ୍କ ଭଲ ପାଇବାର କାହାଣୀ । ରିପୋର୍ଟ ନେଗେଟିଭ ସତ୍ତ୍ବେ, ସେବା ପାଇଁ ହସ୍ପିଟାଲରେ ରହିଲେ ନାତୁଣୀ ...
#TheArgus #Puri #Corona_Warriors #Old_Women