ସରକାର ଅର୍ଡର କରିଥିବା ବିଜ୍ଞପ୍ତିରେ ଏସିବିସି ଜିଲ୍ଲାର ତାଲିକା ନାହିଁ
ଓଡିଶାରେ ପଛୁଆ ବର୍ଗର ଜାତିମାନଙ୍କ ପାଇଁ ଏକ ସର୍ଭେର ଆବଶ୍ୟକତା ରହିଛି ଏବଂ ସମାଜ ସେତେବେଳେ ସଶକ୍ତିକରଣ ହେବ ଯେବେ ସମ୍ବିଧାନର ସବୁ ସୁବିଧା ତାକୁ ମିଳିବ ବୋଲି ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ.....
#ArgusNews #Odisha Dharmendra Pradhan