ଧୈର୍ଯ୍ୟ ଧରିବାକୁ ଆହ୍ୱାନ ଦେଇ ବିବାଦରେ ବିଜେଡି ବିଧାୟକ ଦେବୀପ୍ରସାଦ ମିଶ୍ର....ପରୀ ଅପହରଣ ଓ ହତ୍ୟା ମାମଲାରେ ସାରା ରାଜ୍ୟ ହୁଲୁସ୍ତୁଲ ହେଉଥିବା ବେଳେ ଦେବୀଙ୍କ ଏପରି ମନ୍ତବ୍ୟକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ...
#ArgusNews #Odisha #JusticeForParee #BJD #BJP