#ଆସନ୍ତାକାଲି_ଦେଶ_ପାଳିବାକୁ_ଯାଉଛି_73ତମ_ଗଣତନ୍ତ_ଦିବସ ।
ରାଜଧାନୀ ଦିଲ୍ଲୀର ରାଜପଥରେ ଅନୁଷ୍ଠିତ ହେବ ପ୍ରମୁଖ କାର୍ଯ୍ୟକ୍ରମ । ଗଣତନ୍ତ୍ର ଦିବସ ପରେଡରେ ଅଭିବାଦନ ଗ୍ରହଣ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଚଳିତ ବର୍ଷ ଗଣତନ୍ତ୍ର ଦିବସର ରହିଛି ଭିନ୍ନ ଏକ ସ୍ବାତନ୍ତ୍ର୍ୟ । କାରଣ ସ୍ବାଧୀନତାର 75ବର୍ଷକୁ ଆଜାଦିର ଅମୃତ ମହୋତ୍ସବ ଭାବେ ପାଳନ କରୁଛି ସାରା ଦେଶ ।
#NCC #BandeMataram #Republicday2022 #parade #Rajpath #IndianArmy #StateParade #TrafficAlert #Odisha #ArgusNews