କଂଗ୍ରେସ୍ ସାଂସଦ ସପ୍ତଗିରୀ ଉଲ୍ଲକା ଙ୍କ ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲାର କଂଗ୍ରେସ୍ ପୁର୍ବତନ ବିଧାୟକ ସମସ୍ତଙ୍କୁ ଡକା ଯାଇଥିଲା କିନ୍ତୁ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଙ୍କୁ କାହିଁକି ସୁଚନା ଦେଇନଥିଲେ ସାଂସଦ । ଭବିଷ୍ୟତରେ କଂଗ୍ରେସ ଗଡ ଜିଲ୍ଲାରେ ଭୂସୁଡିଯିବାର ଚିତ୍ର ଦେଖିବାକୁ ମିଳିବ ବୋଲି କହିଛନ୍ତିି କଂଗ୍ରେସ ଜିଲ୍ଲା ସଭାପତି
#ArgusNews #Odisha #Koraput #Congress #Conflict