କେନ୍ଦୁ ଗଛକୁ ବଙ୍କା କରି ହକି ଷ୍ଟିକ୍ କରି ଖେଳୁଥିଲୁ । ହକି ଆମ ସୁନ୍ଦରଗଡ଼ରେ ଏକ ପ୍ରକାର କଲଚର୍ । ବାପା,ଦାଦାଙ୍କୁ ଦେଖି ଆମେ ବି ହକି ଖେଳିଲୁ । 5 ବର୍ଷର ଥିଲୁ ଆମ ହାତ ଧରି ଗ୍ରାଉଣ୍ଡକୁ ନେଉଥିଲେ ବାପା । : ଜ୍ୟୋତି ପ୍ରକାଶ ମିଞ୍ଜ୍, ପୂର୍ବତନ ହକି ଖେଳାଳୀ
#ChakDeOdisha #IndiaKaGame #RisingStars #HockeyHaiZindegi #JWC2021 #OdishaForHockey #JuniorMensHockeyWorldCup2021 #Odisha #ArgusNews