ଖୋର୍ଦ୍ଦା ବ୍ଲକର ଓରବରସିଂ ର ୧୦ ରୁ ଉର୍ଦ୍ଧ ଗାଁ ଜଳମଗ୍ନ ହୋଇ ରହିଛି । ଗାଁ ଭିତରେ ଆଣ୍ଠୁଏ ପାଣି ଲହଡି ମାରୁଥିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି
#Khurda #Flood #Village #Odisha #ArgusNews