#ଗଞ୍ଜାମ_ରାଜନୀତିରେ_ନୂଆ_ମୁହଁ
ଜିଲ୍ଲାର ହିଞ୍ଜିଳି ନିର୍ବାଚନମଣ୍ଡଳୀରେ ରାଜନୀତି ଯେତିକି ସରଗରମ ନାହିଁ ସେତିକି ସରଗରମ ରହିଛି ଗୋପାଳପୁର ନିର୍ବାଚନମଣ୍ଡଳୀରେ। ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ, ଜିଲ୍ଲାର କୁକୁଡାଖଣ୍ଡି ବ୍ଲକର ୧୦ ନମ୍ବର ଜୋନରେ ଦଳ ପାଇଁ ପ୍ରଚାର କରୁଛନ୍ତି ଖୋଦ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଗୋପବନ୍ଧୁ ଦାସ।
#odisha #ArgusNews #Ganjam #hinjilicut #politics #newface