ଥିଲା ବାଲାକୁ ହଁ, ନଥିଲା ବାଲାକୁ ନା । ଯୋଗ୍ୟ ହିତାଧିକାରୀ ହୋଇଥିଲେ ବି ଆବାସରୁ ବଞ୍ଚିତ । ଗୋଟିଏ ବଖରା ଘରେ ପରିବାରର ୮ ସଦସ୍ୟ । ଭଙ୍ଗାଦଦରା ମାଟି ଘରେ ବିତୁଛି ବେହେରାମୁଣ୍ଡାର ସୁକମାରୀ ପ୍ରଧାନଙ୍କ ପରିବାର ।
#Sundargarh #awasYojana #Corruption #SukmariPradhan #Poor #Helpless #SagarPattnaik #Odisha #ArgusNews