#ଫେରି_ନାହାଁନ୍ତି_ଦାଦନ_କେମିତି_ହେବ_ନିର୍ବାଚନ
କଳାହାଣ଼୍ଡି ଜିଲ୍ଲାର ଆଟି ପଞ୍ଚାୟତ ଏବେ ଜନଶୂନ୍ୟ । ଏହି ଗାଁ ଏବେ ପୁରୁଷ ଶୂନ୍ୟ । ଗାଁ ର ପ୍ରାୟ ୧ହଜାରରୁ ଉର୍ଦ୍ଧ୍ଵ ଶିକ୍ଷିତ ଯୁବକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି ।
#Kalahandi #panchayat #dadan #aati #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews