କୋଭିଡ୍ ମହାମାରୀ ସମୟରେ ଗ୍ଲୋବାଲ ଏନର୍ଜି ମାର୍କେଟ ର ଭବିଷ୍ୟତ ଦୃଶ୍ୟପଟକୁ ନେଇ ଭାରତ ପେଟ୍ରୋଲିୟମ ରପ୍ତାନୀକାରୀ ଦେଶ ଗୁଡିକ ସହିତ ନିରନ୍ତର ସମ୍ପର୍କରେ ଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏକ ଭିଡିଓ କନଫେରେନ୍ସି କୁ ସମ୍ବୋଧିତ କରି ମନ୍ତ୍ରୀ ପ୍ରଧାନ ଅଶୋଧିତ ତୈଳ ବ୍ୟବହାର କରିବାରେ ଭାରତ ଏକ ପ୍ରମୁଖ ରାଷ୍ଟ୍ର ଓ ସେ ଦୃଷ୍ଟିରୁ ବଜାରର ଆବଶ୍ୟକତା ଓ ଚାହିତା ଉପରେ ଦେଶର ନଜର ରହିଛି ।
#ArgusNews #Odisha #ArguNewsTV #darmendrapradhan #Petrolium #Minister #CrudeOil #emporter #OPEC