ତୁ ମୋର ଉଙ୍କୁଣି ଦେଖିବୁ। ମୁଁ ତୋର ଉଙ୍କୁଣି ଦେଖିବି। ତୁ ବୁଝିଲୁ ତ। କଣ ମୋ କଥା ଶୁଣୁନୁ। ଧୁଡ କିନା ଦେଲା ପାହାରେ। ଏ ହେଉଛନ୍ତି ଦୁଇ ସାଙ୍ଗ । ମାଙ୍କଡ ସହ ସାଙ୍ଗ ହୋଇଛି ଗୋଟେ କୁନି ପିଲାଟେ। ଆଉ ସେ ଦୁଇ ଜଣ ମିଶି ଉଙ୍କୁଣି ଦେଖା ଦେଖି ହେଉଛନ୍ତି। ଯଦି ବିଶ୍ୱାସ ହେଉନାହିଁ ତାହେଲେ ଭଲ କରି ଦେଖନ୍ତୁ ଏହି ଭିଡିଓଟିକୁ ।
#viralvideo #smallbaby #Monkey #ArgusNews