ଅନଗୁଳ ଜିଲ୍ଲା ପାଳଲହଡା ବ୍ଲକ ଖମାର ପଞ୍ଚାୟତ ରେ ହେଉଥିବା ପଞ୍ଚାୟତ ସ୍ତରୀୟ ବୈଠକରେ ସରପଞ୍ଚଙ୍କ ଦ୍ୱାରା ସଭା ମଝିରେ ନାଏବ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଦୁର୍ବ୍ୟବହାର I ସଭା ସମିତିରେ ସରପଞ୍ଚଙ୍କ ଦୁର୍ବ୍ୟବହାର ଅଭିଯୋଗରେ ପଞ୍ଚାୟତରେ ତାଲା ପକେଇଲେ ନାଏବ ସରପଞ୍ଚ
#ArgusNews #Odisha #Angul #Sarapanch #Misbehave