୭ ଫୁଟର ଅଜଗର ସାପ ଉଦ୍ଧାର । ଟାଙ୍ଗୀ-ଚୌଦ୍ଵାର ବ୍ଲକ୍ ଜରିପଡ଼ା ପଞ୍ଚାୟତର କଣି ଗ୍ରାମରୁ ଏକ ଅଜଗର ସାପ ଉଦ୍ଧାର କରା ଯାଇଛି । ଗ୍ରାମ ନିକଟ ବିରୂପା ନଦୀ ବନ୍ଧରେ ସାପ ବୁଲୁଥିବା ଗ୍ରାମବାସୀ ମାନେ ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ସ୍ନେକ୍ସ ହେଲ୍ପ ଲାଇନର ସଦସ୍ୟ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ମୁଣ୍ଡରେ ଆଘାତ ଲାଗିଥିବାର ଜଣା ପଡିଛି ।
#ArgusNews #ArgusNewsTV #Odisha #tangi #snake