ପ୍ରତି ଘରେ ପାନୀୟ ଜଳ ଯୋଗାଇବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି । ହେଲେ ସରକାରୀ ବାବୁଙ୍କ ମନମୁଖୀ କାର୍ଯ୍ୟ ପାଇଁ ପାନୀୟ ଜଳ ସମସ୍ୟା ଉତ୍କଟ ରୂପ ନେଉଛି । କେବଳ ପ୍ରକଳ୍ପ କରି ଚୁପ ବସି ପଡ଼ିଛନ୍ତି ସରକାର । ଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ ।
#ArgusNews #Odisha #ArgusNewsTv #Khordha #Begunia #WaterProblem