ଖାଲଖମାରେ ଭର୍ତ୍ତି ପୂରା ରାସ୍ତା । ଘରୁ ଗୋଡ କାଢିଲେ ଏଭଳି ରାସ୍ତା ଦେଇ ଯିବାକୁ ପଡେ । ଆଉ ତା ସାଙ୍ଗକୁ ଧୂଳିର ଆସ୍ତରଣ । ପୂରା ଅଞ୍ଚଳବାସୀଙ୍କୁ ଅସ୍ତବ୍ୟସ୍ତ କରିପକାଏ । ମୟୂରଭଞ୍ଜ ବେତନଟୀ ପୂର୍ତ୍ତ ବିଭାଗ ଅଧିନରେ ଥିବା ମାଣତ୍ରୀରୁ ବୈଶିଙ୍ଗା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି । ଅଧିକ ଖବର ପାଇଁ ଡ଼ାଉନଲୋଡ କରନ୍ତୁ “Argus News” ଆପ୍ Playstore - https://play.google.com/store/apps/details?id=com.argusnews.app&hl=en_IN&gl=US App Store - https://apps.apple.com/tt/app/argus-news/id1526127869?ign-mpt=uo%3D2